୨୪ଘଣ୍ଟାରେ ୭ହଜାର ୯୬୪ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୯୭୧କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୩ହଜାର ୭୬୩ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୨୬୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ହଜାର ୯୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୨ହଜାର ୩୬୯ ଜଣ ସୁସ୍ଥ ହୋଇଥିବା ବେଳେ ୮୬ହଜାର ୪୨୨ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨୦୯୮, ଗୁଜୁରାଟରେ ୯୮୦, ମଧ୍ୟପ୍ରଦେଶରେ ୩୩୪, ଦିଲ୍ଲୀରେ ୩୯୮, ପଶ୍ଚିମବଙ୍ଗରେ ୩୦୨, ଉତ୍ତରପ୍ରଦେଶରେ ୧୯୮, ରାଜସ୍ଥାନରେ ୧୮୪, ତାମିଲନାଡ଼ୁରେ ୧୫୪ଜଣଙ୍କ ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

2 + 7 =