ନୂଆ ସିବିଆଇ ନିର୍ଦ୍ଦେଶକଙ୍କ ଦାୟିତ୍ବ ଗ୍ରହଣ

ଋିଷି କୁମାର ଶୁକ୍ଳା ସିବିଆଇର ନୂତନ ନିଦେ୍ର୍ଧଶକ ଭାବେ ଆଜି ଦାୟୀତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଶୁକ୍ଳା ୧୯୮୩ର ମଧ୍ୟପଅଦେଶ କ୍ୟାଡର ଜଣେ ଆଇପିଏସ ଅଫିସର ସେ ଏହା ପୁର୍ବରୁ ମଧ୍ୟପ୍ରଦେଶର ପୋଲିସ ଡିଜି ଥିଲେ । ସିବିଆଇର ନିଦେ୍ର୍ଧଶକ ଭାବେ ସେ ଆସନ୍ତା ଦୁଇ ବର୍ଷ ପାଇଁ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଶ୍ରୀ ଶୁକ୍ଳାଙ୍କ ନାମ ଏହି ପଦବୀ ପାଇଁ ସୁପାରିସ କରିଥିଲେ ।

Share

Leave a Reply

Your email address will not be published. Required fields are marked *

12 − 4 =