ଅଷ୍ଟମ ଥର ପାଇଁ ସଭାପତି ଭାବେ ବିଜେଡି ମଙ୍ଗ ଧରିଲେ ନବୀନ

ଭୁବନେଶ୍ୱର() ଅଷ୍ଟମ ଥର ପାଇଁ ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଜେଡି ସଭାପତି ପାଇଁ ବିଧିବଦ୍ଧ ଭାବେ ନିର୍ବାଚିତ ହେଲେ ନବୀନ ।
ରାଜ୍ୟ କାର୍ୟ୍ୟାଳୟରେ ଡକାଯାଇଥିବା ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନ ସଭାପତି ପଦରେ ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବରେ ଏହି ପଦ ଲାଗି ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ନବୀନ । ରାଜ୍ୟ ପରିଷଦ ବୈଠକରେ ୩୫୫ଜଣ ସଦସ୍ୟ ରହିଥିବା ବେଳେ ୮୦ଜଣ ସଦସ୍ୟଙ୍କୁ ରାଜ୍ୟ କାର୍ୟ୍ୟକାରିଣିକୁ ମଧ୍ୟ ନିର୍ବାଚିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

three × three =