ଆଉ ଦରକାର ପଡିବନି କାର୍ଡ କି ପିନକୋଡ

ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରମ୍ଭ କରିଛି ନୂଆ ସୁବିଧା । ଏହି ସୁବିଧା ଜରିଆରେ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକମାନେ ଏଣିକି କେବଳ କ୍ୟୁଆର୍ କୋଡକୁ ସ୍କାନ କରି ଏଟିଏମରୁ ଟଙ୍କା ଉଠାଇପାରିବେ  ।Unified Payments Interface ତଥା ୟୁପିଆଇ ଜରିଆରେ କ୍ୟୁଆର କୋଡର ନୂଆ ଫିଚର ଯୋଡିଛି । ଏହି ସୁବିଧାରେ କାର୍ଡ କିମ୍ବା ପିନର ଆଉ ଆବଶ୍ୟକତା ପଡିବ ନାହିଁ । କେବଳ କ୍ୟୁଆର କୋଡ ସ୍କାନ କରି ଗ୍ରାହକ ଟଙ୍କା ଉଠାଇପାରିବେ ।

Share

Leave a Reply

Your email address will not be published. Required fields are marked *

3 × three =