ଟୋକିଓ ପାରାଅଲିମ୍ପିକ୍ସରେ ଭାରତକୁ ଅବନୀ ଦେଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ଟୋକିଓ: ପାରାଅଲିମ୍ପିକ୍ସରେ ଭାରତକୁ ବଡ଼ ସଫଳତା । ଦେଶକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟିଦେଇଛନ୍ତିଅଭନୀ ଲଖେର । ୧୯ ବର୍ଷୀୟ ସୁଟର ମହିଳା ୧୦ ମିଟର ଏୟାର ରାଇଫଲର କ୍ଲାସ୍ ଝଐ୧ରେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି । ଜୟପୁରର ଅବନୀ ଯୋଗ୍ୟତା ପର୍ୟ୍ୟାୟରେ ୨୧ ଜଣ ସୁଟରଙ୍କ ମଧ୍ୟରେ ସପ୍ତମ ସ୍ଥାନ ହାସଲ କରି ଏହି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ । ତେବେ ନିଜ ମ୍ୟାଚରେ ୬୦ ଟି ସିରିଜରେ ୬ଟି ସଟ୍ ପରେ ସେ ୬୨୧.୭ସ୍କୋର କରିଥିଲେ । ଯାହା ଏହାକୁ ଶ୍ରେଷ୍ଠ ଆଠଟି ସୁଟର ମଧ୍ୟରେ ପହଞ୍ଚାଇବା ପାଇଁ ଯଥେଷ୍ଟ ଥିଲା ।

Share

Leave a Reply

Your email address will not be published. Required fields are marked *

5 + fourteen =