ମନ୍ତ୍ରୀପଦ ରଦ୍ଦ ପାଇଁ ମହିଳା ମୋର୍ଚ୍ଚାର ଆନ୍ଦେଳନ

ଭୁବନେଶ୍ୱର—କୃଷିମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ମନ୍ତ୍ରୀ ପଦ ରଦ୍ଦ କରିବା ଦାବିରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚର୍ା ମକ୍ଷରୁ ଆସନ୍ତାକାଲି ଓ ୨୯ ତାରିଖ ୨ ଦିନ ଧରି ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାରେ ଆନ୍ଦୋଳନ କରାଯିବ ବୋଲି ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ମନ୍ତ୍ରୀ ଶ୍ରୀ ମହାରଥିଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ମନ୍ତ୍ରୀପଦ ତୁରନ୍ତ ରଦ୍ଦ କରିବା ଉଚିତ ତା ନହେଲେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ।

Share

Leave a Reply

Your email address will not be published. Required fields are marked *

five × 2 =