ଏନ.ଆର.ସି ଓ ସି.ଏ.ଏକୁ ଲୋକେ ଗ୍ରହଣ କରିବେନି : ସୁର

ଭୁବନେଶ୍ୱର() NRC,NPR,CAA ପ୍ରସଙ୍ଗରେ ସୁର ରାଉତରାୟ ତାଙ୍କ ପ୍ରତିକି୍ରୟା ରଖିଛନ୍ତି । ସୁର କହିଛନ୍ତି, ବୁଝାଇବାକୁ ଲୋକଙ୍କ ପାଖକୁ ବିଜେପି ଯିବ । ୨୮ରେ ପ୍ରତିÂା ଦିବସ, ଆମେ ପଂଚାୟତ, ବ୍ଲକ, ଜିଲ୍ଲାକୁ ଯିବୁ । ତାସହ ସୁର ଆହୁରି କହିଛନ୍ତି ଭାରତବର୍ଷ ସର୍ବଧର୍ମ ଦେଶ, ବାଛବିଚାର ଚଳିବ ନାହିଁ । ଏନ.ଆର.ସି ଓ ସିଏଏକୁ ଲୋକେ ଗ୍ରହଣ କରିବେନି । ଏନ.ପି.ଆର କେବଳ ଧୂଆବାଣ । ଆମେ ସବୁଧର୍ମକୁ ସମ୍ମାନ ଦେଉଛୁ ବୋଲି ସୁର ପ୍ରତିକି୍ରୟାରେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 5 =