ଦ୍ୱିପାକ୍ଷିକ ବୈଠକକୁ ଭାରତର ପ୍ରତ୍ୟାଖାନ

ନୂଆଦିଲ୍ଲୀ – ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ବୈଠକକୁ କେନ୍ଦ୍ର ସରକାରଙ୍କ ବୈଦେଶିକ ବିଭାଗ ରଦ୍ଦ କରିଛି । ଏ ସଂକ୍ରାନ୍ତରେ ଘୋଷଣା ନାମା ଆଜି ଏଠାରେ ପ୍ରକାଶ ପାଇଛି ।ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ । ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ମାନଙ୍କ ମଧ୍ୟରେ ଚଳିତ ସପ୍ତାହରେ ବୈଠକ ବସିବାରେ ଥିଲା । କିନ୍ତୁ ସୀମାନ୍ତରେ ପାକିସ୍ତାନ ଜବାନ ମାନଙ୍କର ବର୍ବରତା ପରେ ଭାରତ ସରକାର ତାଙ୍କର ଆଭିମୁଖ୍ୟରେ ପରିବର୍ତନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × four =