କାହିଁକି ବାବା ମାନେ ଯୌନ ସମ୍ପର୍କ ପାଇଁ ଏତେ ପାଗଳ

ଆମେ ସମସ୍ତେ ଜାଣିଛେ ଅନେ ସମୟରେ ବାବା ମାନେ ଯୌନ ସମ୍ପର୍କ ପାଇଁ ବଦନାମ ହୋଇଥାନ୍ତି । ଅଧିକାଂଶ ବାବା ମାନେ ବିଭିନ୍ନ ଝିଅଙ୍କ ସହ ସମ୍ପର୍କ ରଖିବାକୁ ସଉକ ରଖିଥାନ୍ତି । ହେଲେ କାହିଁକି ଜାଣନ୍ତୁ …

ସତ କଥା ହେଲା ଝିଅ ବା ଯୁବତୀଙ୍କ ପ୍ରତି ଲୋଭ ରଖୁଥିବା ସାଧାରଣ ଲୋକ ନିଜ ମୁହଁରେ ବାବା ହେବାର ମୁକୁଟ ପିନ୍ଧିଥାନ୍ତି । ବାବା ହେବା ଦ୍ୱାରା ସେମାନେ ଯୌନ ସମ୍ପର୍କ ଅତି ସହଜରେ ପାଇଥାନ୍ତି ।

ଆଉ ଶାସ୍ତ୍ରରେ ଅଛି ପ୍ରକୃତ ସାଧୁ ବା ବାବା ମାନେ ମହିଳାଙ୍କ ପ୍ରତି ଆକର୍ଷିତ ହୋଇନଥାନ୍ତି । ସେମାନେ ମହିଳାଙ୍କ ଠାରୁ ଦୂରରେ ରହିଥାନ୍ତି ।

Share

Leave a Reply

Your email address will not be published. Required fields are marked *

3 × one =