ଦିନ ୧ଟା ସୁଦ୍ଧା ଓଡିଶାରେ ୩୪ ପ୍ରତିଶତ ମତଦାନ

ଭୁବନେଶ୍ବର()  ଓଡିଶାରେ ଦିନ ୧ଟା ସୁଦ୍ଧା ୩୪ପ୍ରତିଶତ ମତଦାନ ହୋଇଛି ।ତୃତୀୟ ପର୍ୟ୍ୟାୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ତେବେ ଦିନ ୧ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ମତଦାନ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ଭୋଟ୍ ଗ୍ରହଣ ହୋଇଛି ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦିନ ୧ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୩୫ ପ୍ରତିଶତ ମତଦାନ ହୋଇଛି ।

Share

Leave a Reply

Your email address will not be published. Required fields are marked *

17 − sixteen =