ରାଜ୍ୟରେ ଆଉ ୫୩ ଜଣ ସୁସ୍ଥ ହେଲେ

ଭୁବନେଶ୍ୱର()ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଜି ଆଉ ୫୩ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମର ୩୦, ଯାଜପୁରର ୧୮, ଖୋର୍ଦ୍ଧାର ୩, କେନ୍ଦୁଝରର ୨ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଚିକିତ୍ସା ପରେ ମୋଟ ୫୫୦ ଜଣ ସୁସ୍ଥ ହୋଇସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

six + sixteen =