ପେଟରୁ ଚର୍ବି ହ୍ରାସ କରେ କଞ୍ଚା ଲଙ୍କା

କଞ୍ଚା ଲଙ୍କା କେବଳ ଭିଟାମିନ୍-ସି’ରେ ଭରପୂର ନୁହେଁ, ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବରଯୁକ୍ତ ଭିଟାମିନ୍-ଏ’, ପୋଟାସିୟମ୍ ଓ ଲୌହସାର ମଧ୍ୟ ରହିଛି । ଖାଦ୍ୟରେ କଞ୍ଚା ଲଙ୍କା ସାମିଲ କରିବା ଦ୍ୱାରା ଶରୀରରୁ ଅତିରିକ୍ତ ଚର୍ବି ହ୍ରାସ ହେବ ।

ଆମେରିକୀୟ ପତ୍ରିକା କ୍ଲିନିକାଲ ନ୍ୟୁଟ୍ରିସନ୍ରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, କଞ୍ଚା ଲଙ୍କାରେ ଥିବା ସକ୍ରିୟ ଯୌଗିକ କ୍ୟାପସାଇସିନ୍ ପେଟ ଚର୍ବି କମାଇବାରେ ସହାୟକ ହୋଇପାରେ । କିନ୍ତୁ ପେଟ ସମସ୍ୟାଯୁକ୍ତ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ବିନା କଞ୍ଚା ଲଙ୍କା ବା କୌଣସି ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen + three =