କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସନ ବ୍ୟବହାର କରିବାକୁ ଅନୁମତି

ନୂଆଦିଲ୍ଲୀ() କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସନ ବ୍ୟବହାର କରିବାକୁ ଅନୁମତି ମିଳିଯାଇଛି । ଗମ୍ଭୀର ଓ ମଧ୍ୟମ ଧରଣର ଆକ୍ରାନ୍ତଙ୍କ ଚିକତ୍ସା ପାଇଁ ଏହି ଅନୁମତି ଦିଆଯାଇଛି ।

ତେବେ ଡେକ୍ସାମେଥାସନ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନୁମତି ଦିଆଯାଇଛି । ଅକ୍ସଜେନ ସପୋର୍ଟରେ ଥିବା ରୋଗୀଙ୍କ ପାଇଁ ଏହା ବ୍ୟବହାର ହେବ । ଏହା ଯନ୍ତ୍ରଣା କମାଇବା ପାଇଁ ଚିକିତ୍ସାରେ ବ୍ୟବହାର କରାଯାଇଥାଏ ।

Share

Leave a Reply

Your email address will not be published. Required fields are marked *

six + 4 =