୪ ଦେଶୀ ବନ୍ଧୁକ ସହ ୩ ଗିରଫ

ସମ୍ବଲପୁର: ସମ୍ବଲପୁର ପୁଲିସକୁ ମିଳିଛି ବଡ ସଫଳତା । ୪ଟି ଦେଶୀ ବନ୍ଧୁକ ସହିତ ୩ ଜଣ ବନ୍ଧୁକ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ବିଭିନ୍ନ ସ୍ଥାନରେ ଯୁଜୁମରା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଊର । ଏହି ଚଢାଉ ସମୟରେ ପୋଲିସକୁ ୪ଟି ଦେଶୀ ବନ୍ଧୁକ ମିଳିଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ବୁଧବାର ପୋଲିସ ଚଢାଉ କରିବା ସହିତ ବନ୍ଧୁକ ତିଆରି କରୁଥିବା ଏକ ଦମ୍ପତ୍ତିଙ୍କୁ ଗିରଫ କରିଥିଲା ।

Share

Leave a Reply

Your email address will not be published. Required fields are marked *

20 − 1 =