ଡିସିପିଙ୍କ ନିର୍ଦ୍ଦେଶକ୍ରମେ 874 ଗାଡି ସିଜ୍

ଭୁବନେଶ୍ବର () ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଡିସିପି ଅନୁପ ସାହୁ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ସମାଜର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଭୁୟସି ପ୍ରଶଂସା କରିଛନ୍ତି । ଡିସିପି ଶ୍ରୀଯୁକ୍ତ ସାହୁ ଆଇନକୁ ମାନୁନଥିବା ବା ସରକାରଙ୍କ ନିୟମକୁ ମାନୁନଥିବା ବ୍ୟକ୍ତି ମାନଙ୍କ ଠାରୁ ସହସହ ଗାଡି ଜବତ କରି ଅଟକ ରଖିଛନ୍ତି । ଏହା ଜଣେ କର୍ତ୍ତବ୍ୟରତ ଡିସିପିଙ୍କ ଦାୟୀତ୍ବବୋଧକୁ ସୂଚାଉ ଅଛି ।

ସୂଚନା ଅନୂସାରେ ଡିସିପି ଅନୁପଙ୍କ ନିର୍ଦ୍ଦେଶକ୍ରମେ ଦିନ 1ଟା ସୁଦ୍ଧା ରାଜଧାନୀରୁ ମୋଟ 874 ଗାଡି ସିଜ୍ ହେଲାଣି । ସାଧାରଣରେ ଏହା ବେଶ ପ୍ରଶଂସିତ ହେଉଛି ।

Share

Leave a Reply

Your email address will not be published. Required fields are marked *

1 × five =