୫୮ଘଣ୍ଟା କିସ୍ କରି ରେକର୍ଡ଼ କଲେ ଏହି ଯୋଡ଼ି

୫୮ଘଣ୍ଟା କିସ୍ କରି ରେକର୍ଡ଼ କରିବା ସହ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି ଥାଇଲ୍ୟାଣ୍ଡରେ ରହୁଥିବା ପ୍ରେମୀଯୁଗଳ । ଏମାନେ ହେଲେ ଏକ୍କଚଇ ଏବଂ ଲକସାନା।

ଏହି ଯୋଡ଼ି ଭାଲେଣ୍ଟାଇନ ଡେ କିସ୍ସାଥନରେ ଯୋଗ ଦେଇଥିଲେ ଏବଂ ଏହାକୁ ଜିତିଥିଲେ। ଏହି କିସକୁ ପୃଥିବୀର ସବୁଠୁ ଲମ୍ବା କିସ୍ କୁହାଯାଇଛି। କେବଳ ଏତିକି ନୁହେଁ ଏହି ଯୋଡ଼ିଙ୍କ ନାଁ ଏହି ରେକର୍ଡ଼ରେ ଏଥିପାଇଁ ମଧ୍ୟ ସାମିଲ ହୋଇଛି ଉଭୟେ ଟୟେଲେଟ୍ ଯିବା ସମୟରେ ମଧ୍ୟ ପରସ୍ପରକୁ କିସ୍ କରିବା ବନ୍ଦ କରିନଥିଲେ। ଏହି କାରଣରୁ ଏହି ବିଚିତ୍ର ରେକର୍ଡ଼ ତାଙ୍କ ନାଁରେ ସୃଷ୍ଟି ହୋଇଛି। ରେକର୍ଡ଼ କରିବା ପରେ ଯୋଡ଼ିକୁ ନଗଦ୨ଲକ୍ଷ ଟଙ୍କା ସହ ଦୁଇଟି ହୀରାମୁଦି ପୁରସ୍କାରସ୍ବରୂପ ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

3 × four =