ଏହି ସ୍ଥାନରେ ଆତ୍ମହତ୍ୟା କଲେ ମିଳେ ‘ବୀର’ର ମାନ୍ୟତା

ୟୁରୋପର ହଙ୍ଗେରୀରେ ଆତ୍ମହତ୍ୟାକାରୀଙ୍କୁ ‘ବୀର’ର ମାନ୍ୟତା ଦିଆଯାଏ। ଏଠାରେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ । ବିଭିନ୍ନ ସମସ୍ୟା ଯୋଗୁ ଏଠାରେ ଅଧିକାଂଶ ଲୋକ ଚିନ୍ତାଗ୍ରସ୍ତ ରୁହନ୍ତି । ଅପରପକ୍ଷରେ ଏଠାରେ ଅଧିକ ଲୋକ କ୍ୟାନସରରେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଅନେକ ଆତ୍ମହତ୍ୟା ପଥକୁ ବାଛି ନିଅନ୍ତି । ଅନ୍ୟ ଦେଶରେ ଆମତ୍ହତ୍ୟାକୁ ଏକ ଅପରାଧ ବୋଲି ବିବେଚନା କରାଯାଉଥିବାବେଳେ ଏଠାରେ ଏଭଳି ଲୋକଙ୍କୁ ‘ବୀର’ କୁହାଯାଇଥାଏ ।

Share

Leave a Reply

Your email address will not be published. Required fields are marked *

5 × four =