ଭାଇରାଲ ହେଉଛି ରାଜନେତ୍ରୀଙ୍କ Tik Tok ଭିଡିଓ

ହରିୟାଣ() ନିର୍ବାଚନରେ ବିଜେପିରୁ ଟିକଟକ୍ ଷ୍ଟାର ସୋନାଲି ଫୋଗାଟ୍ ଆଦମପୁର ବିଧାନସଭା ଆସନରେ ନିର୍ବାଚନ ଲଢ଼ୁଥିଲେ। ଏହି ଆସନରେ କଂଗ୍ରେସରୁ କୁଲଦୀପ ବିଷ୍ଣୋଇ ନିର୍ବାଚନ ଲଢ଼ୁଥିଲେ। ସୋନାଲି ଓ କୁଲଦୀପଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ଶେଷରେ ବିରାଟ ଭୋଟ୍ ବ୍ୟବଧାନରେ ସୋନାଲି କୁଳଦୀପଙ୍କଠୁ ପରାଜୟ ହୋଇଥିଲେ।

ତେବେ ନିର୍ବାଚନରେ ସୋନାଲି ହାରିବା ପରେ ମଧ୍ୟ ଟିକଟକ୍ ମାଧ୍ୟମରେ ନିଜ ପ୍ରଶଂସକଙ୍କୁ ବାନ୍ଧି ରଖିଛନ୍ତି। ଲଗାତାର ଭାବେ ସୋନାଲି ଭିଡିଓ ତିଆରି କରି ଫୋଲୋର୍ସଙ୍କ ମନୋରଞ୍ଜନ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

13 + ten =