ରିଲିଜ ପୂର୍ବରୁ ଲିକ୍

ବହୁ ଚର୍ଚ୍ଚିତ ସିରିଜ ସାକ୍ରେଡ୍ ଗେମସ୍ର ସେକେଣ୍ଡ ସିଜିନର ସୁଟିଂ ଆରମ୍ଭ ହୋଇଛି । ତେବେ ସିରିଜ ରିଲିଜ ପୂର୍ବରୁ ଏହାର କାହାଣୀ ଲିକ୍ ହୋଇଯାଇଛି । ଦ୍ୱିତୀୟ ପାର୍ଟରେ ସରତାଜ୍ ଓ ଗାଏତୋଣ୍ଡେଙ୍କ କାହାଣୀ କେନିଆରେ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ଏଥର ଅଣ୍ଡରଓ୍ଵାଲର୍ଡ ସହ ଯୋଡାଯିବ ।
ମରାଠୀ ଅଭିନେତ୍ରୀ ଅମୃତା ସୁଭାଷ ଏହି ସିରିଜରେ ନଜର ଆସିବେ । ସୈଫ୍ ଅଲ୍ଲୀ ଖାନ, ନଓ୍ଵାଜୁଦ୍ଦିନ୍ ସିଦ୍ଧିକିଙ୍କୁ ପୁଣି ଥରେ ରିପିଟ୍ କରାଯାଇଛି ଏହି ୱେବ ସିରିଜରେ। ସାକ୍ରେଡ୍ ଗେମସର ପ୍ରଥମ ଭାଗ ସୁପରହିଟ ହୋଇଛି । ଏଥିରେ ସୈଫଙ୍କ ଅଭିନୟକୁ ଖୁବ ପସନ୍ଦ କରିଥିଲେ ଦର୍ଶକ।

Share

Leave a Reply

Your email address will not be published. Required fields are marked *

five × 1 =