ସାଇବାବା ଦଶହରା ଦିନ ହିଁ ସମାଧି କଣ ପାଇଁ ନେଲେ, ଆଶ୍ଚର୍ୟ୍ୟଜନକ କାରଣ

 ସାଇବାବା ଦଶହରା ଦିନ ସମାଧି କଣ ପାଇଁ ନେଲେ ? ରାବଣ ମାରି ଯିବାରୁ ଦଶମୀ ଦିନ ଦଶହରା ପାଳନ କରା ଯାଏ । ଆସନ୍ତୁ ଜାଣିବା ସାଇବାବା ଏହି ଦିନ କଣ ପାଇଁ ସମାଧି ନେଇ ଥିଲେ …

ସାଇବାବା ମହାରାଷ୍ଟ୍ର ର ଅହମଦନଗର ଜିଲ୍ଲା ର ରାହାଟ ତହସିଲ ର ସିରଡ଼ି କାଖବା ଠାରେ ୧୫ ଅକ୍ଟୋବର ୧୯୧୮ ଦଶହରା ଦିନ ସମାଧି ନେଇଥିଲେ । ଏହି ସ୍ଥାନ କୁ ସାଇବାବା ଙ୍କ ଭକ୍ତ ମାନେ ଦୂର ଦୁରାନ୍ତ ରୁ ଦର୍ଶନ ପାଇଁ ଆସନ୍ତି । ସାଇବାବା ତାଙ୍କ ଭକ୍ତ ରାମଚନ୍ଦ୍ର ପାଟିଲ ଙ୍କୁ ବିଜୟାଦଶମୀ ରେ ଦେହ ତ୍ୟାଗ କରିବାର କଥା କହିଥିଲେ ।

ସାଇବାବା ସମାଧି ନେବାର କିଛି ଦିନ ପୂର୍ବରୁ ତାଙ୍କ ପରମ ଭକ୍ତ ବେଜବାଇ ଙ୍କ ପୁତ୍ର ର ମୃତ୍ୟୁ ସୁନିଶ୍ଚିତ ଥିଲା, ମାତ୍ର ସାଇବାବା ତାଙ୍କ ଜୀବନ ଦାନ କରିଦେଲେ ଏବଂ ୨୭ ସେପ୍ଟେମ୍ବର ୨୦୧୮ ଦିନ ତାଙ୍କ ଦେହ ର ତାପମାତ୍ରା ହଟାତ ବଢ଼ିବାରେ ଲାଗିଲା । ସେ ଅର୍ଣ୍ଣ ଜଳ ତ୍ୟାଗ କରିଦେଲେ ଆଉ ୧୫ ଅକ୍ଟୋବର ୨୦୧୮ ରେ ସେ ନିଜ ଶରୀର ର ତ୍ୟାଗ କରିଦେଲେ ।

Share

Leave a Reply

Your email address will not be published. Required fields are marked *

four × two =