ରିୟା ମାନିଲେ ସତ, ନିଅନ୍ତି ଡ୍ରଗ୍ସ

ମୁମ୍ବାଇ() ଶେଷରେ ଗିରଫ ହେଲେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯାଞ୍ଚ କରୁଥିବା ଏନସିବି ଦ୍ୱାରା ଗିରଫ ହୋଇଛନ୍ତି । ଡ୍ରଗ୍ସ କାରବାର ଲିଙ୍କରେ ରିଆଙ୍କୁ କରାଯାଇଛି । ଏନେଇ ଗତ ୩ ଦିନ ହେବ ରିଆଙ୍କୁ ଏନସିବି ପଚରାଉଚରା କରୁଥିଲା । ତେବେ ଆଜି ଜେରା ସମୟରେ ରିୟା ଡ୍ରଗ୍ସ ନିଅନ୍ତି ବୋଲି ସ୍ୱୀକାର ମଧ୍ୟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × three =