ରାନୁଙ୍କ ସହ ଝିଅ ଏଲିଜାବେଥଙ୍କ ଗୀତ ଭାଇରାଲ

ମୁମ୍ବାଇ ()   ଇଣ୍ଟରନେଟ୍ ସେନ୍ସେଶନ ସହ ଜଣେ ସେଲିବ୍ରିଟି ମଧ୍ୟ ପାଲଟି ଯାଇଛନ୍ତି ରାନୁ ମଣ୍ଡଳ । ଏବେ ରାନୁ ବିଭିନ୍ନ ଷ୍ଟେଜରେ ମଧ୍ୟ ପ୍ରଦର୍ଶନ କରନ୍ତି। ରାନୁ ମଣ୍ଡଲଙ୍କ ଭିଡିଓ ଭାଇରାଲ ହେବାର କିଛି ଦିନ ପରେ ତାଙ୍କ ଝିଅ ମଧ୍ୟ ଫେରିଆସିଥିଲେ। ରାନୁଙ୍କ ଝିଅ ଏଲିଜାବେଥ ଗତ ୧୦ ବର୍ଷରୁ ତାଙ୍କଠୁ ଅଲଗା ରହୁଥିଲେ।

ହେଲେ ଏବେ ଏଲିଜାବେଥ ଓ ରାନୁ ଗାଉଥିବା ଗୀତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଉଭୟ “ଆଜ କଲ ତେରେ ମେରେ ପ୍ୟାର କେ ଚର୍ଚ୍ଚେ” ଗାଇଛନ୍ତି।

Share

Leave a Reply

Your email address will not be published. Required fields are marked *

9 + nine =