ବର୍ଷକୁ ୪ଶହ କୋଟି ଆୟ କରନ୍ତି ଏହି ଅଭିନେତା

ମୁମ୍ବାଇ()  ୫୨ ବର୍ଷରେ ପାଦ ଦେଲେ ଅଭିନେତା ଅକ୍ଷୟ କୁମାର । ଓ୍ବେଟର ଭାବେ କାମ କରୁଥିବା ଅଭିନେତା ଅକ୍ଷୟ କୁମାର ଆଜି ବଲିଉଡ୍ର ଜଣେ ଆଗଧାଡିର ଅଭିନେତା।ଅକ୍ଷୟଙ୍କ ପୁରା ନାଁ ରାଜୀବ ହରିଓମ୍ ଭାଟିଆ।ଆଜି ସେ ବଲିଉଡ୍ର ଅଧିକ ଆୟ କରୁଥିବା କଳାକାର ତାଲିକାରେ ନାଁ ଲେଖାଇଛନ୍ତି। ବଲିଉଡ୍ର ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତା ବୋଲି କୁହାଯାଉଛି।ବିଶ୍ୱର ସର୍ବାଧିକ ଆୟ କରୁଥିବା କଳାକାର ତାଲିକାରେ ଅକ୍ଷୟଙ୍କ ସ୍ଥାନ ରହିଛି ୩୩ ନମ୍ବରରେ। କୁହାଯାଏ ଏବେ ବର୍ଷକୁ ଅକ୍ଷୟ ୬୫ ମିଲିୟନ ଡଲାର ବା ୪୪୫କୋଟି ଟଙ୍କା ଆୟ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

2 × 5 =