ମୋବାଇଲରେ କାହିଁକି ଥାଏ ଫ୍ଲାଇଟ୍ ମୋଡ୍ ଅପସନ, ଜାଣନ୍ତୁ …

ସ୍ମାର୍ଟଫୋନ୍ ଜରିଆରେ ଆମେ ସବୁକାମ ସହଜରେ କରିପାରୁଛୁ। ଫ୍ଲାଇଟ୍ ମୋଡ ଅପସନ୍ ସବୁ ଫୋନ୍ରେ ଥାଏ। ତେବେ ଫୋନ୍ରେ ଫ୍ଲାଇଟ୍ ମୋଡ ଥାଏ କାରଣ ଫୋନ୍ ଏକ ବିଦ୍ୟୁତ୍ ଚୁମ୍ବକ ଓ ଫୋନ୍ରେ ଆସୁଥିବା ସିଗନାଲ ବିମାନ ସିଗନାଲକୁ ମଧ୍ୟ ହେଙ୍ଗ କରିପାରେ। ଏଥିପାଇଁ ଫୋନ୍ ଫ୍ଲାଇଟ୍ ମୋଡରେ ରଖାଯାଏ। କାରଣ ଏହା ଦ୍ବାରା ବିମାନ ଓ ଫୋନ୍ରେ ବିଦ୍ୟୁତୀୟ ସିଗନାଲ ମିଶେନାହିଁ।

୧- ଫୋନ୍କୁ ଫ୍ଲାଇଟ୍ ମୋଡରେ ଏଥିପାଇଁ ରଖାଯାଏ କାରଣ ଏହି ଛୋଟ ମୋବାଇଲ ଫୋନ୍ ଫ୍ଲାଇଟ୍ ଅପେରେସନକୁ ବ୍ଲକ୍ କରିପାରେ।

୨- ଯେତେବେଳେ ମୋବାଇଲ ଫୋନ୍କୁ ଫ୍ଲାଇଟ୍ ମୋଡରେ ରଖାଯାଏ ସେତେବେଳେ ଫୋନ୍ର ସର୍ଭିସ ଯେମିତିକି ୱାଇଫାଇ, ଜିଏସ୍ଏମ୍, ବ୍ଲୁଟୁଥ୍ ଭଳି ସେବା ଡିସେବଲ ହୋଇଯାଏ।

୩- ଫ୍ଲାଇଟ୍ ଲ୍ୟାଣ୍ଡିଂ ଓ ଟେକ୍ଅଫ ସମୟରେ ବହୁତ ସତର୍କତା ଓ ସାବଧାନ ରହିବା ପାଇଁ କୁହାଯାଏ କାରଣ ଏହା ବେଶ ଗୁରୁତ୍ବପୂର୍ଣ୍ଣ ଅପରେସନ ଥାଏ।

Share

Leave a Reply

Your email address will not be published. Required fields are marked *

two × five =