ଆରପାରିରେ ବାଲସୁବ୍ରମଣ୍ୟମ

ନୂଆଦିଲ୍ଲୀ () ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ । ସେ କରୋନାରେ ସଂକ୍ରମିତ ହୋଇ ​ଚେନ୍ନାଇର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହେଇଥିଲା । ହିନ୍ଦି, ତାମିଲ, ତେଲୁଗୁ ସେ ଅନେକ ଗୀତ ଗାଇଥିଲେ । ।

କରୋନା ପଜିଟିଭ ଜଣାପଡ଼ିବା ପରେ ଅଗଷ୍ଟ ୫ ତାରିଖରେ ତାଙ୍କୁ ହସପିଟାଲାର ଭର୍ତି କରାଯାଇଥିଲା। ତେବେ ସେ କରୋନାରୁ ଖୁବଶୀଘ୍ର ଆରୋଗ୍ୟ ହୋଇଥିଲେ। ମାତ୍ର ଫୁସଫୁସ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା।

Share

Leave a Reply

Your email address will not be published. Required fields are marked *

2 × one =