ଏହି ଅଭିନେତାଙ୍କୁ ପସନ୍ଦ କରିନ୍ତି ଅମ୍ବାନୀଙ୍କ ଝିଅ

ମୁମ୍ବାଇ() ମୁକେଶ ଅମ୍ବାନୀଙ୍କ ନାଁ ଶୁଣିଲେ ଲୋକଙ୍କ ଭାବନାରେ କୋଟି କୋଟି ସମ୍ପତ୍ତି ଆସିଥାଏ। ତେବେ ମୁକେଶଙ୍କ ଝିଅ ଇଶା ଅମ୍ବାନୀଙ୍କ ବିଷୟରେ କିଛି ଖାସ କଥା ଜାଣନ୍ତୁ।

ଇଶା ଅମ୍ବାନୀ ବଲିଉଡର ଜଣେ ଅଭିନେତାଙ୍କୁ ବହୁତ ପସନ୍ଦ କରନ୍ତି।ଏହି ଅଭିନେତା ହେଉଛନ୍ତି ରଣବୀର ସିଂହ। ଅନେକ ବ୍ଲକ୍ବଷ୍ଟର ଫିଲ୍ମରେ କାମ କରିଥିବା ଅଭିନେତା ରଣବୀରଙ୍କୁ ବହୁତ ପସନ୍ଦ କରନ୍ତି ଇଶା। ଇଶା ଥରେ ମିଡିଆ ସାମ୍ନାରେ କହିଥିଲେ ଯେ, ସେ ରଣବୀର ସିଂହଙ୍କୁ ବହୁତ ପସନ୍ଦ କରନ୍ତି। ଇଶା ରଣବୀରଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି ପ୍ରକାଶ କରିଥିଲେ।

ଇଶାଙ୍କ ବିବାହ ପିରାମଲର ମାଲିକଙ୍କ ପୁଅ ଆନନ୍ଦ ପିରାମଲ ସହ ହୋଇଛି।

Share

Leave a Reply

Your email address will not be published. Required fields are marked *

10 − nine =