ହିନ୍ଦୁ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ନଡିଆ ଭାଙ୍ଗିବା କାହିଁକି ବାରଣ କରାଯାଇଛି? ଜାଣନ୍ତୁ

ହିନ୍ଦୁ ଧର୍ମରେ ନଡ଼ିଆର ମହତ୍ତ୍ୱ ଅଧିକ। ବିଶ୍ୱାସ ରହିଛି ଭଗବାନ ବିଷ୍ଣୁ ଧରାପୃଷ୍ଠରେ ଅବତାର ନେବା ସମୟରେ ନିଜ ସହ ଲକ୍ଷ୍ମୀ, ନଡିଆ ଗଛ ଓ କାମଧେନୁ ଗାଇ ସାଙ୍ଗରେ ଆଣିଥିଲେ। ଏହାକୁ ଶ୍ରୀଫଳ ମଧ୍ୟ କୁହାଯାଏ। ମା’ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ଫଳ ହେଉଛି ଏହି ନଡ଼ିଆ।

ନଡ଼ିଆ ଭାଙ୍ଗିବା ବଳି ଦେବା ପରି ହୋଇଥାଏ। ନଡ଼ିଆକୁ ପ୍ରଜଜନର କାରକ ସହ ଯୋଡା ଯାଇଛି । ସାଧାରଣତଃ ସ୍ତ୍ରୀ ବୀଜ ରୂପରେ ଶିଶୁକୁ ଜନ୍ମ ଦେଇଥାଏ। ଏହି କାରଣରୁ ବୀଜ ରୂପି ନଡ଼ିଆକୁ ମହିଳା ମାନେ ଭାଙ୍ଗିବା ଅଶୁଭ ବୋଲି ମନା ଯାଇଥାଏ।

Share

Leave a Reply

Your email address will not be published. Required fields are marked *

nine + three =