ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ନିୟମ

ଭୁବନେଶ୍ୱର() କରୋନା ମୁକାବିଲା ପାଇଁ ଏବେ ଦେଶରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାରି ଭିତରେ ବିଦେଶ ଫେରନ୍ତାଙ୍କ ପାଇଁ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ସଡ଼କ, ଆକାଶ ଓ ଜଳପଥରେ ଆସୁଥିବା ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ନିୟମ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି ।

୧- ସମସ୍ତ ପ୍ରବାସୀଙ୍କୁ ଯାତ୍ରା ପୂର୍ବରୁ ଅଣ୍ଡରଟେକିଂ ଦେବାକୁ ପଡ଼ିବ
୨- ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପାଇଁ ସେମାନେ ଅଣ୍ଡରଟେକିଂ ଦେବେ
୩- ୭ ଦିନ ନିଜ ଖର୍ଚ୍ଚରେ ପେଡ ଇନଷ୍ଟିଚୁ୍ୟସନାଲ କ୍ୱାରେଣ୍ଟାଇନରେ ରହିବେ
୪- ଆଉ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ
୫- ଗର୍ଭବତୀ, ୧୦ ବର୍ଷରୁ କମ ପିଲା ଓ ଅନ୍ୟ କିଛି ବର୍ଗ ପାଇଁ ନିୟମ କୋହଳ
୬- ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ ବାଧ୍ୟତାମୂଳକ

Share

Leave a Reply

Your email address will not be published. Required fields are marked *

three × 2 =