ମୋଦିକେୟାରର ରାକ୍ଷୀ ପୂର୍ଣ୍ଣିମା ଉପହାରରେ ଭଲ ପାଇବାର ପରିଭାଷା

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ପାଳନ ହେବାକୁ ଯାଉଥିବା ବେଳେ ନିଜ ପ୍ରିୟଜନଙ୍କ ଉପହାର ପ୍ରଦାନ କରିବାର ସମୟ ଆସିଛି । ରାକ୍ଷୀରେ ଉପହାର ଆଦାନପ୍ରଦାନ କରିବା, ସୁସ୍ୱାଦୁ ଭୋଜନ କରିବା, ନିଜ ଭଉଣୀକୁ ଆକର୍ଷଣୀୟ ଉପହାର ଦେବାର ପରମ୍ପରା ରହିଛି । ନିଜ ପ୍ରିୟଜନଙ୍କୁୁ କ’ଣ ଉପହାର ଦେବି ବୋଲି ଚିନ୍ତା କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ଲାଗି ମୋଦିକେୟାର ଲିମିଟେଡ୍ ଆଗେଇ ଆସିଛି । କଂପାନି ପକ୍ଷରୁ ସେଲ୍‌ଫ କେୟାର, ସ୍କିନ୍ କେୟାର, ମେକ୍ ଅପ୍‌, ହାତଘଂଟା, ଗହଣା ଆଦିର ବ୍ୟାପକ ଉପହାର ବର୍ଗମାଳା ବିଷୟରେ ଆଲୋଚନା କରାଯାଇଛି ।
ନିଜ ପ୍ରିୟ ଭଉଣୀର ସୁସ୍ଥକର ଜୀବନ କାମନା କରି ତାଙ୍କୁ ମୋଦିକେୟାରର ୱେଲ୍ ମଲ୍‌ଟିଭିଟାମିନ୍ ମଲ୍‌ଟିମିନେରାଲ୍ ଫର୍ ଓମେନ୍ ଦିଆଯାଇପାରିବ । ଏଥିରେ ଥିବା ୩୦ ପ୍ରକାର ଅତ୍ୟାବଶ୍ୟକ ପୋଷକ ତତ୍ୱ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହେବ । ଏହାର ମୂଲ୍ୟ ୯୯୯ ଟଙ୍କା ରହିଛି । ଭଉଣୀଙ୍କ ବ୍ୟକ୍ତିତ୍ୱରେ ଉନ୍ନତି ଆଣିବା ପାଇଁ ତାଙ୍କୁ ମୋଦିକେୟାରର ଅର୍ବାନ କଲର ଲଣ୍ଡନ ଉପହାର ଦିଆଯାଇପାରିବ । ଏହି ଉତ୍ପାଦ ବର୍ଗମାଳାରେ ରହିଛି ଅଲ୍‌ଟିମେଟ୍ ଡୁଓ ହାଇଲାଇଟର, ମ୍ୟାଟ୍ ଆଣ୍ଡ୍ ଗ୍ଲୋ ବ୍ଲସର, ପ୍ରୋ ଫିକ୍ସ ୩-ଇନ୍‌-୧ ପ୍ୟାଲେଟ୍‌, ଇରେଜିଷ୍ଟିବଲ୍ ମ୍ୟାଟ୍ ଲିପ୍‌ଷ୍ଟିକ୍‌, ଷ୍ଟାରଡଷ୍ଟ ଆଇସ୍ୟାଡୋ ଓ ଜେଲ୍ ନେଲ୍ ଲିକର ।
ସେହିପରି ମୋଦି କେୟାରର ଅର୍ବାନ କଲର ଲଣ୍ଡନ ବ୍ରାଣ୍ଡ୍ ଅଧୀନରେ ରହିଛି ପ୍ରୋ ହ୍ୱାଇଟ୍ ବର୍ଗମାଳା । ସେଥିରେ ରହିଛି ଆଂଟି ସ୍ପଟ୍ ରାଡିଆନ୍ସ୍ ସିରମ୍‌, ହ୍ୱାଇଟ୍ ଫେସ୍ ରାଡିଆନ୍ସ ଲୋସନ, ହ୍ୱାଇଟ୍ ଫ୍ରେସ୍ ରାଡିଆନ୍‌ସ ଡେ’ କ୍ରିମ୍ ଓ ରିପ୍ଲେନିସିଂ ନାଇଟ୍ କ୍ରିମ୍ । ଏହା ବ୍ୟତୀତ ଏଜ୍ ରିଡିଫାଇନିଂ ପାୱାର ଲିଫ୍ଟ କ୍ଲିଞ୍ଜର, ମିଷ୍ଟ୍‌, ଡେ’ କ୍ରିମ୍‌, ନାଇଟ୍ କ୍ରିମ୍‌, କୋଲାଜେନ୍ ବୁଷ୍ଟିଂ ସିରମ୍‌, ଆଖି ତଳରେ ସୁଧାର ଆଣିବା ଲାଗି କନସେନଟ୍ରେଟ୍ ।
ଆସେସୋରିରେ ତାଙ୍କୁ ମୋଦିକେୟାରର ଏସ୍‌ଏମ୍ ଲେଡିଜ୍ ୱାଚ୍‌, ମୋଦିକେୟାରର ଅମୋଲି ବର୍ଗମାଳାର ଗହଣା ଉପହାର ଦେଇହେବ । ଏହି ବର୍ଗମାଳାରେ ରହିଛି ନେକ୍‌ଲେସ୍‌, ଇୟର ରିଙ୍ଗ । ତେବେ ଭାଇମାନଙ୍କୁ ମଧ୍ୟ ମୋଦିକେୟାରର ୱେଲ୍ ମଲ୍‌ଟିଭିଟାମିନ୍ ମଲ୍‌ଟିମିନେରାଲ ଫର ମେନ୍ ଦିଆଯାଇପାରିବ । ମୋଦିକେୟାରର ଏସ୍‌ଏମ୍ ହାତଘଂଟା ବି ଦେଇହେବ । ଭାଇମାନଙ୍କୁ ମୋଦିକେୟାରର ଭେଲୋସିଟ୍ ମେନ୍‌ସ ଗ୍ରୁମିଂ ବର୍ଗମାଳା ପ୍ରଦାନ କରାଯାଇପାରିବ । ସେମାନଙ୍କୁ ପର୍ସନାଲ କେୟାର ଓ ନ୍ୟୁଟ୍ରାସ୍ୟୁଟିକାଲ ସାମଗ୍ରୀ ମଧ୍ୟ ଉପଲବ୍ଧ କରାଯାଇପାରିବ ।
ଏହି ସମସ୍ତ ଉତ୍ପାଦଗୁଡ଼ିକୁ ମୋଦିକେୟାର କନସଲଟାଂଟ୍‌ମାନଙ୍କ ଜରିଆରେ ସାରା ଦେଶରେ ବିକ୍ରି କରାଯାଉଛି ।

Share

Leave a Reply

Your email address will not be published. Required fields are marked *

18 + 9 =