ମୋଦିକେୟାରର ଆମୋଲି ପକ୍ଷରୁ ସ୍ପ୍ରିଙ୍ଗ-ସମର ଲିମିଟେଡ୍ ଏଡିସନ୍ କଲେକ୍ସନ-“ତାରିଣୀ”

ଭୁବନେଶ୍ୱର: ମୋଦିକେୟାର ଆମୋଲି ପକ୍ଷରୁ ସ୍ପ୍ରିଙ୍ଗ-ସମର ପାଇଁ ଲିମିଟେଡ୍ ଏଡିସନ୍ କଲେକ୍ସନ-ତାରିଣୀ ଉନ୍ମୋଚନ କରାଯାଇଛି, ଯେଉଁଥିରେ ସୁନ୍ଦର ନେକଲେସ୍ ଏବଂ କାନଫୁଲ ସେଟ୍‌, ବ୍ରେସଲେଟ୍ ଏବଂ ପେଣ୍ଡେଂଟ୍ ସେଟ୍ ରହିଛି ଯାହା ପ୍ରତ୍ୟେକ ଅବସରରେ ଆପଣଙ୍କ ଷ୍ଟାଇଲ୍‌କୁ ଉନ୍ନତ କରିବ । ଏହି ୨୨ କ୍ୟାରେଟ ସୁନା ଲେପ ଦିଆ ହାତ ତିଆରି ଅଳଙ୍କାର ସହିତ ଆପଣଙ୍କ ୱାର୍ଡରୋବ୍‌ରେ ତାରକା ଛାପ ରହିବ ।
ତାରିଣୀ କଲେକ୍ସନ ଅଧୀନରେ ଆନ୍‌ଭି, ଅନୟା ଓ ରିଭା ଭଳି ନେକ୍‌ଲେସ୍ ଓ ଇୟର ରିଙ୍ଗ ସେଟ୍ ରହିଛି । ଆନ୍‌ଭି ହେଉଛି ୨୨ କ୍ୟାରେଟ୍‌ର ସୁନା ଲେପ ଦିଆ ଜିରକୋନିଆ କ୍ରିଷ୍ଟାଲ ଓ ଫକ୍ସ ରୁବି ଇୟରରିଙ୍ଗ ଓ ନେକଲେସ୍ ଯାହାର ଦାମ୍ ୩୭୭୯ ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ଲେପ ଦିଆ ନେକଲେସ୍ ଓ ଇୟରରିଙ୍ଗ ଅନାୟାର ଦାମ୍ ୩୭୭୯ ଟଙ୍କା ରହିଛି । ସେହିପରି ରିଭା ନେକଲେସ ଓ ଇୟରରିଙ୍ଗର ଦାମ୍ ୨୭୯୯ ଟଙ୍କା ରହିଛି ।
କଲେକ୍ସନରେ ଥିବା ପେଣ୍ଡାଂଟ୍ ସେଟ୍‌ରେ ଆନିକା ଓ ଚନ୍ଦ୍ରା ରହିଛି । ଅନିକା ହେଉଛି ପେଣ୍ଡେଂଟ୍ ଏବଂ କାନଫୁଲ ସେଟ୍ ଯେଉଁଥିରେ ୨୨ ହଜାର ସୁନା ଲେପ ଦିଆଯାଇଛି ଏବଂ ଏକ ସୁନ୍ଦର ଡ୍ରପ୍ ଡିଜାଇନରେ ଜିର୍କୋନିଆ କ୍ରିଷ୍ଟଲ୍ ଲଗାଯାଇଛି । ଏହାର ଦାମ୍ ୧୮୮୯/- ଟଙ୍କା ରହିଛି । ଚନ୍ଦ୍ରା ହେଉଛି ୨୨ ହଜାର ସୁନା ଲେପରେ ପ୍ରସ୍ତୁତ ଏବଂ ଜିର୍କୋନିଆ ସ୍ଫଟିକରେ ସଜ୍ଜିତ ଗ୍ଲାମରସ କାନଫୁଲ ଏବଂ ପେଣ୍ଡେଂଟ୍ ସେଟ୍ ଯାହାର ଦାମ୍ ହେଉଛି ୨୫୧୯ ଟଙ୍କା ।
ତାରିଣୀ କଲେକ୍ସନର ଅନ୍ୟତମ ଆକର୍ଷଣ ହେଉଛି ବ୍ରେସ୍‌ଲେଟ୍ ଯେଉଁଥିରେ ନୈଶା, ଆରୋହି, ଚାର୍‌ଭି ଓ ରୋଶ୍‌ନି ରହିଛି । ନୈଶା ହେଉଛି ୨୨ କ୍ୟାରେଟ ସୁନା ଲେପ ଦିଆ ଏବଂ ଜିରକୋନିଆ କ୍ରିଷ୍ଟାଲ ଥିବା ବ୍ରେସଲେଟ୍ ଯାହାର ଦାମ୍ ହେଉଛି ୧୮୧୯ ଟଙ୍କା । ଆରୋହିରେ ଚମତ୍କାର ଜିରକୋନିଆ କ୍ରିଷ୍ଟାଲ ଓ ସାଫାୟାର ଷ୍ଟୋନ୍ ରହିଛିଯାହାର ଦାମ୍ ହେଉଛି ୧୩୯୯ ଟଙ୍କା । ଚାର୍‌ଭି ବ୍ରେସ୍‌ଲେଟ୍‌ରେ ୨୨ କ୍ୟାରେଟ୍ ସୁନାର ଲେପ ଥିବା ବେଳେ ଜିରକୋନିଆ କ୍ରିଷ୍ଟାଲକୁ ସେଥିରେ ବ୍ୟବହାର କରାଯାଇଛି । ତାହାର ମୂଲ୍ୟ ୧୩୯୯ ଟଙ୍କା ରଖାଯାଇଛି । ଜହ୍ମ ଆକୃତିରେ ଚମତ୍କାର ବ୍ରେସ୍‌ଲେଟ୍ ରୋଶ୍‌ନିରେ ୨୨ କ୍ୟାରେଟ୍ ସୁନାର ଲେପ ଦିଆଯାଇଥିବା ବେଳେ ଜିରକୋନିଆ କ୍ରିଷ୍ଟାଲ ବ୍ୟବହାର କରାଯାଇଛି । ଏହାର ଦାମ୍ ୧୮୧୯ ଟଙ୍କା ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

eighteen − 5 =