ଭୁବନେଶ୍ୱରରେ ଅମିତ୍ ଶାହା

ଭୁବନେଶ୍ୱର() ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ଗୃହମନ୍ତ୍ରୀ ଭୁବନେଶ୍ୱରରେ ହେଉଥିବା ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗ ଦେବେ । ଶାହାଙ୍କ ଅଧ୍ୟକ୍ଷତାରେ ରାଜଧାନୀର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ବୈଠକ ବସିବ ।

ସେହିଭଳି ଅପରାହ୍ନ ୨ଟାରେ ଅମିତ ସାଧାରଣ ସଭାରେ ଯୋଗ ଦେବାକୁ ଥିବା ବେଳେ ସନ୍ଧ୍ୟାରେ ଦଳୀୟ ନେତାଙ୍କୁ ଭେଟିବେ । ଏହାସହ ପୁରୀ ମେ ଫେୟାରରେ ରାତ୍ରୀ ଯାପନ କରିବାର କାର୍ୟ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

2 + three =