ଏତିକି ଟଙ୍କାର ରିଚାର୍ଜରେ ପାଇବେ ମାଗଣା କଲ୍ ସହ ୨ଜିବି ଡାଟା

ନୂଆଦିଲ୍ଲୀ() ଗ୍ରାହକମାନଙ୍କ ପାଇଁ ଏକ ଜବରଦସ୍ତ ପ୍ଲାନ ଆଣିଛି ଜିଓ । ଜିଓ ଆପଣମାନଙ୍କ ପାଇଁ ଏହି ଦମ୍ଦାର ପ୍ଲାନ ଆଣିଛି । ଏହି ପ୍ଲାନ ଦ୍ବାରା ଗ୍ରାହକମାନେ ଶସ୍ତାରେ କଲ୍ ଦର, ମୋବାଇଲ ଡାଟା, ମାଗଣା ବିଭିନ୍ନ ଆପ୍ର ସବସ୍କ୍ରିପସନ ସାମିଲ ରହିଛି ।

୯୮ଟଙ୍କିଆ ଜିଓ ପ୍ଲାନର ବୈଧତା ୨୮ଦିନ ରଖାଯାଇଛି । ଏହି ପ୍ଲାନରେ ଗ୍ରାହକମାନଙ୍କୁ ୨୮ଦିନରେ ସର୍ବମୋଟ ୨ଜିବି ଡାବା ମିଳିବାର ସୁବିଧା ରହିବା ସହ ୩୦୦ଟି ଝଗଝ ମଧ୍ୟ ମିଳୁଛି । ତେବେ ଅନ୍ୟ ନେଟଓ୍ବର୍କରେ କଲ୍ ପାଇଁ ୧୨୪ ଓଟଉ ମଧ୍ୟ ମିଳିବ । ଯାହା ପାଇଁ ଆପଣଙ୍କୁ ଅଧିକ ୧୦ଟଙ୍କାର ଏକ ଞକ୍ଟକ୍ଟ୍ର-ଟକ୍ଟ୍ର ଆଡ୍ କରିବାକୁ ପଡିବ । ଏହି ଞକ୍ଟକ୍ଟ୍ର-ଟକ୍ଟ୍ର ଆଡ୍ କରିବା ଦ୍ବାରା ଆପଣଙ୍କୁ ଅନ୍ୟ ନେଟଓ୍ବର୍କରେ କଲ୍ କରିବା ପାଇଁ ୧୨୪ ଓଟଉ ମିଳିବ । ଙଦ୍ଭଦ୍ଭରଗ୍ଧ ଠକ୍ଟସମର କଲ୍ ମାନେ ଜିଓରୁ ଜିଓକୁ କଲ୍ କରିବା ସମ୍ପୂର୍ଣ୍ଣ ମାଗଣା ରହିଛି । ଗ୍ରାହକମାନେ ଯେକୌଣସି ଜିଓ ନମ୍ବରକୁ ମାଗଣାରେ କଲ୍ କରିପାରିବେ । ତେବେ ସର୍ବମୋଟ ଗ୍ରାହକମାନଙ୍କୁ ୧୦୮ଟଙ୍କାର ରିଚାର୍ଜ କରିବାକୁ ପଡିବ ।

Share

Leave a Reply

Your email address will not be published. Required fields are marked *

14 − 11 =