ରବିବାର :ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ – ରୋଜଗାର ଉଣା ହେବ ନାହିଁ । ଉମ ଭୋଜନରେ ଆପ୍ୟାୟିତ ହେବେ । ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହୋଇପାରନ୍ତି । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ବୃଷ – ବିଭିନ୍ନ ଦିଗରୁ ସତ୍ ପ୍ରେରଣା ମିଳିବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ପୁଣ୍ୟ କାର୍ୟ୍ୟରେ ନିୟୋଜିତ ହେବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । ମିଠା କଥା କହି ଅନ୍ୟକୁ ମୋହି ନେବେ । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୫ ।

ମିଥୁନ – ବ୍ୟବସାୟ ଲାଭଜନକ ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ମନ ପ୍ରସନ୍ନ ରହିବ । ବିଳାସ-ବ୍ୟସନ କରିପାରନ୍ତି । ବନ୍ଧୁ ଦର୍ଶନ ପାଇ ଉତ୍ଫୁଲ୍ଲିତ ହେବେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ଧୂଷର । ଶୁଭ ଅଙ୍କ ୬ ।

କର୍କଟ – ଆବଶ୍ୟକ ହେଉଥିବା ସହାୟତା ମିଳିପାରେ । କର୍ମ ଚଳ ରହିବେ । ମନରେ ପ୍ରସନ୍ନତା ଆସିବ । କର୍ମତତ୍ପରତା ପ୍ରକାଶ ପାଇବ । ଜନସାଧାରଣଙ୍କ ଆର୍ଶୀବାଦର ପାତ୍ର ହେବେ । ଯଶସ୍ୱୀ ହୋଇପାରନ୍ତି । ପ୍ରୀତି ଭୋଜନ ମିଳିପାରେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୨ ।

ସିଂହ – ଯାତ୍ରାଦିରେ ସଫଳତା ମିଳିବ । ସତ୍ସଙ୍ଗୀ ହେବେ । ଧର୍ମାତ୍ମା, ପ୍ରବାସପ୍ରିୟ ବିଦ୍ୱାନ୍, ସାହସୀ ଓ ସମ୍ପିବାନ୍ ହୋଇପାରନ୍ତି । ଉଦ୍ୟୋଗୀ ହେବେ । ତୀର୍ଥଯାତ୍ରା କିମ୍ବା ପର୍ୟ୍ୟଟନର ସୁଯୋଗ ମିଳିବ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ ଲାଇଟ୍ ନୀଳ । ଶୁଭ ଅଙ୍କ ୩ ।

କନ୍ୟା – ଆବଶ୍ୟକ କରୁଥିବା ମୂଲ୍ୟବାନ୍ ଦ୍ରବ୍ୟର ସନ୍ଧାନ ପାଇପାରନ୍ତି । ଶାରିରୀକ ପୀଡା ଅନୁଭବ କରିବେ । କାର୍ୟ୍ୟ ପରିଚାଳନା ପାଇଁ ଚିନ୍ତା ବୃଦ୍ଧି ହୋଇପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା ଓ ଉଚ୍ଚସ୍ଥାନ ଆରୋହଣ ମନା । ଶୁଭ ରଙ୍ଗ ଗାଢା ନୀଳ । ଶୁଭ ଅଙ୍କ ୫ ।

ତୁଳା – କର୍ମକ୍ଷେତ୍ରରେ ଧର୍ମପତ୍ନୀଙ୍କ ସହାୟତା ମିଳିବ । କାର୍ୟ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । ଉମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସର୍ବ ଶୁଭ ହେବ । ଶୁଭ ରଙ୍ଗ ଧୂଷର । ଶୁଭ ଅଙ୍କ ୮ ।

ବିଛା – ଇଚ୍ଛା କରୁଥିବା ସାହାର୍ୟ୍ୟ ମିଳିବ । ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖିପାରନ୍ତି । ଆଶା ଫଳବତୀ ହେବ । କାର୍ୟ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । ସୌଭାଗ୍ୟ ଉଦୟ କରିବାରେ ସୂଚନା ମିଳୁଛି । ଶୁଭ ରଙ୍ଗ ଗାଢା ନୀଳ । ଶୁଭ ଅଙ୍କ ୨ ।

ଧନୁ – ଆଲୋଚନା ମାଧ୍ୟମରେ କାର୍ୟ୍ୟ କଲେ ସଫଳତା ମିଳିବ । ଚାଟୁବାକ୍ୟ ପ୍ରୟୋଗ ଦ୍ୱାରା ଅନ୍ୟକୁ ଖୁସି କରାଇ ପାରନ୍ତି । କାର୍ୟ୍ୟ ବିଳମ୍ବିତ ହୋଇପାରେ । ପୁତ୍ର ସୁଖରେ ସୁଖୀ ହେବେ । ମିତ୍ର ହେତୁକ ସୁଖ ଭୋଗ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ମକର – ନୂତନ କର୍ମ ସଂସ୍ଥାନରେ ଯୋଗ ଦେବାର ଆଶା ଅଛି । ସୁଗୁଣ ସମ୍ପନ୍ନ ହେବେ । ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ । ସତ୍ୟବାଦି ହେବେ । ଉମା ପତ୍ନୀଙ୍କ ସହଚର୍ୟ୍ୟ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

କୁମ୍ଭ – ପୈତୃକ ସମ୍ପି ବିବାଦର ସୁ-ସମାଧନା ହେବ । ଦୃଢ ମନୋବଳ ନେଇ କାର୍ୟ୍ୟରେ ଆଗକୁ ବଢିବେ । ଭ୍ରମଣ ଯୋଗ ଅଛି । ର୍କବ୍ୟ ପରାୟଣ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ମୀନ – ମନରେ ଉଦ୍ବେଗ ଜାତ ହୋଇପାରେ । ନିର୍ଲୋଭୀ ହୋଇପାରନ୍ତି । କୌଣସି ପରିସ୍ଥିତିରେ ନୀତିରୁ ବିଚ୍ୟୁତି ହେବେ ନାହିଁ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଚଳମନା ହେବେ । ର୍କୀିମାନ୍ ହେବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୯ ।

Share

Leave a Reply

Your email address will not be published. Required fields are marked *

2 × five =