ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦଙ୍କ ସହ ମହିଳା ଜଣଙ୍କ କିଏ ? ଜାଣନ୍ତୁ

ଗତକାଲି ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଯେତେବେଳେ ପାକିସ୍ତାନ ଭାରତକୁ ପ୍ରତ୍ୟର୍ପଣ କଲା ସେତେବେଳେ ଓ୍ଵାଘା ସୀମାରେ ଜଣେ ମହିଳା ତାଙ୍କ ସହିତ ଥିଲେ

Read more