ଡେଲାଙ୍ଗରେ ନିର୍ବାଚନୀ ହିଂସାକାଣ୍ଡ, ୩ ବିଜେପି କର୍ମୀ ଆହତ

ପୁରୀ: ନିର୍ବାଚନୀ ପ୍ରଚାର ସମୟରେ ଡେଲାଙ୍ଗରେ ହିଂସାକାଣ୍ଡ | ବିଜେଡି କର୍ମୀଙ୍କ ମାଡ଼ରେ ୩ ବିଜେପି କର୍ମୀ ଆହତ | ଆହତ ବିଜେପି କର୍ମୀ ଡେଲାଙ୍ଗଡାକ୍ତରଖାନାରେ ଭର୍ତ୍ତି

Read more