ପୁରୀକୁ ମିଳିବ ନୂଆ ରୂପ : 265 କୋଟି ଟଙ୍କାର ସ୍ବତନ୍ତ୍ର ପ୍ରକଳ୍ପ

ଭୁବନେଶ୍ବର () ପୁରୀ ସହରର ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

Read more