କରୋନାରେ ଆଖି ବୁଜିଲେ ଲୋକପ୍ରିୟ ଆର୍‌ଜେ ସବନମ୍‌ ଶିରିନ୍‌

ଭୁବନେଶ୍ବର: କରୋନାରେ ଆଖି ବୁଜିଲେ ଯୁବ ସାମ୍ବାଦିକା ସବନମ୍‌ ଶିରିନ୍‌ । କରୋନାରେ ଆକ୍ରାନ୍ତ ହୋଇ ୨ଦିନ ପୂର୍ବରୁ ସେ ଭୁବନେଶ୍ବର ସ୍ଥିତ ଏମସ୍‌ରେ ଚିକିତ୍ସିତ ହେଉଥିଲେ

Read more