ଇଭିଏମରେ ତ୍ରୁଟି ଯୋଗୁ ୪ ବୁଥରେ ହେବ ସାନି ମତଦାନ

ଦ୍ୱିତୀୟ ପର୍ୟ୍ୟାୟରେ ଆଜି ସୁନ୍ଦରଗଡରେ ଭୋଟଗ୍ରହଣ ଚାଲିଥିବା ବେଳେ ରଙ୍ଗାଢିପାର ୨୧୩ ନମ୍ବର ବୁଥରେ ପ୍ରଥମେ ଇଭିଏମ ଅଚଳ ହେବା ନେଇ ଖବର ସାମ୍ନାକୁ ଆସିଥିଲା ।

Read more