50 କିଲୋ ସୁନାରେ ନିର୍ମିତ ହେଉଛି ମା’ ଦୁର୍ଗାଙ୍କ ପ୍ରତିମା

କୋଲକାତା () : ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଆସନ୍ତା ମାସରେ ହେବାକୁ ଥିବା ଦୁର୍ଗାପୂଜା ପାଇଁ ଏକ ଆୟୋଜନ ସମିତି ୫୦କିଲୋ ସୁନାର ପ୍ରତିମା ନିର୍ମାଣ କରୁଛି।

Read more