ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ବଡଭଉଣୀ

ନବୀନ ନିବାସରେ ପହଂଚିଲେ ମୁଖ୍ୟମନ୍ତ୍ରୀଙ୍କ ବଡଭଉଣୀ ଗୀତା ମେହଟା । ଟିକେଟ୍ ପାଇଁ କସରତ ଚାଲିଥବା ବେଳେ ଗୀତା ପହଂଚିଥିବା ବେଳେ ଏହାକୁ ନେଇ ଜୋର ଧରିଛି

Read more