Arun Bothra Appointed New CRUT MD

Latestରାଜ୍ୟ

‘କ୍ରୁଟ’ର ପରିଚାଳନା ନିର୍ଦ୍ଦେଶକ ହେଲେ ଅରୁଣ ବୋଥ୍ରା

ଭୁବନେଶ୍ୱର()   ଓଡ଼ିଶା ପୁଲିସ ଆଇଜି ତଥା ଅରୁଣ ବ୍ରୋଥା ଆଇପିଏଏସଙ୍କୁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନସ୍ପୋର୍ଟ (କ୍ରୁଟ)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Read More