ଆଉ ଜଣେ ଅଭିନେତ୍ରୀଙ୍କ ଜୀବନ ନେଲା କରୋନା

ମୁମ୍ବାଇ: ବଲିଉଡରେ ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ପ୍ରତିଭାଙ୍କ ଜୀବନ ନେବାରେ ଲାଗିଛି କରୋନା ।ବଲିଉଡର ଜଣାଶୁଣା ଅଭିନେତ୍ରୀ ଶ୍ରୀପ୍ରଦାଙ୍କର କରୋନା କାରଣରୁ ପରଲୋକ ହୋଇଯାଇଛି ।

Read more