Latestରାଜ୍ୟ

ନନ୍ଦନକାନନକୁ ଆସିବେ ନୂଆ ଅତିଥି

ନନ୍ଦନକାନନକୁ ଆସିବେ ନୂଆ ଅତିଥି । ବିଦେଶର ପ୍ରଥମ ଥର ପାଇଁ ଧଳା ସିଂହ ଆଣିବା ପାଇଁ ଚିଠି ହୋଇଛି । ଜେବ୍ରା ଓ କଙ୍ଗାରୁ ଆଣିବାକୁ ନୂଆ ଖୁଆଡ଼ ପ୍ରସ୍ତୁତ ହେଉଛି । ବର୍ଷା ଋତୁ ଆସିଲେ ଜନ୍ତୁଙ୍କୁ ଆଣିବାକୁ ଯୋଜନା କରାଯାଉଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଇନ୍ଦୋର ପ୍ରାଣୀ ଉଦ୍ୟାନରୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଆସିବେ ନୂଆ ଅତିଥି । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ନନ୍ଦନକାନନର ଧଳା ବାଘ ଅଦଳ ବଦଳ ପ୍ରକ୍ରିୟା ଦ୍ୱାରା ଆସିବେ ଗଣ୍ଡା, ବିଗଟେଲ ମକାକ, ଓଲୋ ଗିବନ ।

Share

Leave a Reply

Your email address will not be published. Required fields are marked *

five × 5 =