ସେପ୍ଟେମ୍ୱର ୧୦ରେ  ଭାରତ ବନ୍ଦ

ଭୁବନେଶ୍ବର: ଦିନକୁ ଦିନ ଆକାଶ  ଛୁଆଁ  ହେଉଥିବା  ତେଲ  ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ ସେପ୍ଟେମ୍ୱର ୧୦ ତାରିଖ ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି ।ଏନେଇ ଏଆଇସିସି ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା  ଗଣମାଧ୍ୟମକୁ ସୂ.ଚନା ଦେଇଛନ୍ତି ା

Share

Leave a Reply

Your email address will not be published. Required fields are marked *

twenty + eight =