ମମତା ବାନାର୍ଜୀଙ୍କୁ ପ୍ରଚାର କରିବା ପାଇଁ ବ୍ୟାନ୍

କୋଲକାତା: ମମତା ବାନାର୍ଜୀଙ୍କୁ ପ୍ରଚାର କରିବା ପାଇଁ ବ୍ୟାନ୍ | ବ୍ୟାନ୍ ଲଗାଇଲେ ଭାରତୀୟ ନିର୍ଵାଚନ କମିଶନ | ୨୪ ଘଣ୍ଟା ପାଇଁ ବ୍ୟାନ୍ ଲଗାଇଲେ ନିର୍ବାଚନ କମିଶନ |ଆଜି ରାତି ୮ଟାରୁ ଆସନ୍ତାକାଲି ରାତି ୮ ପର୍ଯ୍ୟନ୍ତ ବ୍ୟାନ୍ |ପ୍ରଚାରରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ବ୍ୟାନ |

Share

Leave a Reply

Your email address will not be published. Required fields are marked *

19 + 16 =