ରାଜ୍ୟ

State

ରାଜ୍ୟ

ଓଡ଼ିଆରେ ଲାଗିବ ନାମଫଳକ

ଭୁବନେଶ୍ବର: ରାଜ୍ୟରେ ସବୁ ସରକାରୀ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲାଗିବ।ଏଥିସହ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି। ଆସନ୍ତା ୧୫ ଦିନ

Read More
Latestରାଜ୍ୟ

ଓଡିଶାରେ ହେବ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ କାର୍ଯ୍ୟାଳୟ

ଭୁବନେଶ୍ବର (ନିପ୍ର): ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଗାନ୍ଧୀଜିଙ୍କ ୧୫୦ତମ

Read More
ରାଜନୀତିରାଜ୍ୟ

କଂଗ୍ରେସରେ ସାମିଲ ହେଲେ ଶୁଭଶ୍ରୀ ପଣ୍ଡା ଓ ମନୋଜା ମଞ୍ଜରୀ ଦେବୀ

ଭୁବନେଶ୍ୱର: ଗତକାଲି କଂଗ୍ରେସରେ ସାମିଲ ହୋଇଛନ୍ତି ନକ୍ସଲ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା । ଶୁଭଶ୍ରୀ ଓରଫ ମିଲି ୨୦୧୪ ସାଧାରଣ ନିର୍ବାଚନରେ ରଣପୁର

Read More
ରାଜ୍ୟ

ବିଲରୁ ଉଦ୍ଧାର ହେଲା ଅଲୋଡା ଶିଶୁପୁତ୍ର

ଭଞ୍ଜନଗର: ସରକାରଙ୍କ ତରଫରୁ ବାରମ୍ବାର ସଚେତନତା କାଯର୍୍ଯକ୍ରମ ମାନ କରାହେଉଥିଲେ ମଧଯ କଣ ପାଇଁ ଅଲୋଡା ଶିଶୁ  ା ବାସ୍ତବିକ ଦୁନିଆରେ କାହଁିକି ନୀରିହ ଜିବନ ପାଇଁ

Read More
ରାଜ୍ୟ

ପାର୍ସଲ ବୋମା ବିସ୍ଫୋରଣ ଘଟଣାେର ପୁଞ୍ଜିଲାଲ ବିରୋଧରେ  ଚାର୍ଜସିଟ ଦାଖଲ

ବଲାଙ୍ଗିର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ପାଟଣାଗଡ଼଼ ଏସ୍‌ଡିଜେଏମ କୋର୍ଟରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି।

Read More
ରାଜ୍ୟ

ପାଣିପାଗ କେନ୍ଦ୍ର ପକ୍ଷରୁ ୧୩ ଜିଲ୍ଲାକୁ ସତର୍କ  ସୂଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ସହ ଝଡ଼ତୋଫାନ ଓ ବଜ୍ରପାତ ମଧ୍ୟ ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ

Read More