ରାଜ୍ୟ

State

Latestରାଜ୍ୟ

ଯମରାଜ ଦେଲେ ସଡ଼କ ସୁରକ୍ଷା ନିମନ୍ତେ ସଚେତନତାର ବାର୍ତ୍ତା

ଭୁବନେଶ୍ୱର () ସମ୍ପୁର୍ଣ୍ଣ ଦେଶରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବାବେଳେ, ମାଗଣା ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଯୋଗାଇଆସୁଥିବା ୧୦୮ ଏବଂ ୧୦୨ର ପରିଚାଳନା ସଂସ୍ଥା, ଜିକିସôା

Read More
Latestରାଜ୍ୟ

ସାଢେ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର, ସେମାନଙ୍କ ଜୀବନଧାରଣ ମାନ ପରିବର୍ତ୍ତନ ମୋର ପ୍ରାଥମିକତା

ଭୁବନେଶ୍ୱର () ଓଡ଼ିଶାର ସାଢେ ୪କୋଟି ଲୋକ ମୋର ପରିବାର , ସେମାନଙ୍କ ର ଭଲ ମନ୍ଦ ବୁଝିବା, ଉନ୍ନତି କରିବା ମୋର ଦାଇତ୍ଵ । ଏଦିଗରେ

Read More
Latestରାଜ୍ୟ

5ଟି ପ୍ରଭାବ : ପୂର୍ବତ୍ତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭବାନୀପାଟଣା: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଶୂନ ସହନଶୀଳତା ଆଭିମୁଖ୍ୟରେ ଆଜି ଜଣେ ବିଜେଡିର ପୂର୍ବତ୍ତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହେଇଛି । କିଛି ଦିନ

Read More
ରାଜ୍ୟ

କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଞ୍ଜୟ ସାହୁ ସମ୍ମାନିତ

ଓଡ଼ିଆ ଦୈନିକ ଖବରକାଗଜ ‘ସ୍ୱାଧିକାର’ ର ସପ୍ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଠାରେ ଦୈନିକ

Read More
Latestରାଜ୍ୟ

ନୂଆବର୍ଷରେ ନୂଆ ଅଫର ଆଣିଲା ବିଏସଏନଏଲ

ନୂଆଦିଲ୍ଲୀ () ନୂଆବର୍ଷରେ ନୂଆ ଅଫର ଆଣିଲା ବିଏସଏନଏଲ ।ଅଫର ଅନୁଯାୟୀ, ୧୩୧୨ ଟଙ୍କାରେ ମିଳୁଥିବା ଟ୍ୟାରିଫ ପ୍ଲାନ ୧୧୧୧ ଟଙ୍କାରେ ପାଇପାରିବେ ୟୁଜର୍ସ । ଯାହାର

Read More
Latestରାଜ୍ୟ

ସ୍ୱାଧିକାରକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର() ସ୍ୱାଧିକାରର ୭ମ ବାର୍ଷିକ ଉତ୍ସବ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଠାରେ ଦୈନିକ ସ୍ୱାଧିକାରର ସ୍ୱନକ୍ଷତ୍ର ବିଶେଷାଙ୍କକୁ ଆନୁÂାନିକ ଭାବେ ଉନ୍ମୋଚନ କରି ସ୍ୱାଧିକାରର

Read More
Latestରାଜ୍ୟ

ଐତିହ୍ୟ ପ୍ରକଳ୍ପ ନକ୍ସାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ () : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସି ଐତିହ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ସେ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା

Read More
Latestରାଜ୍ୟ

ମୋ ସରକାରରେ ମିଶିଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ

ଭୁବନେଶ୍ୱର() ମୋ ସରକାରରେ ସାମିଲ ହେଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୋ ସରକାରରେ ସାମିଲ ହେଲା ଅନୁସୂଚିତ

Read More