ରାଜ୍ୟ

State

Latestରାଜ୍ୟ

ଅର୍ଥ ଆୟୋଗ ଅନୁଦାନରେ ତି୍ରସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନକୁ ସଶକ୍ତ କରାଯିବ 

ଭୁବନେଶ୍ୱର() ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ମାନଙ୍କୁ ସଶକ୍ତ ତଥା କି୍ରୟାଶୀଳ କରିବା ସଙ୍ଗେ ସଙ୍ଗେ ଗ୍ରାମାଂଚଳରେ ଶିକ୍ଷା,ସ୍ୱାସ୍ଥ୍ୟ ଓ ପାନୀୟ  ଜଳ ଆଦି ଭିତ୍ତିଭୂମି କ୍ଷେତ୍ରର ବିକାଶକୁ

Read More
Latestରାଜ୍ୟ

ସ୍ତ୍ରୀକୁ ୩୦୦ ଖଣ୍ଡ କାଟି ଟିଫିନରେ ରଖିବା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ

ଭୁବନେଶ୍ୱର() ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନରେ ରଖିବା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ ଜେଲ । ଦୋଷୀ

Read More
Latestରାଜ୍ୟ

ରାଜ୍ୟର ୨୪ଟି ଜିଲ୍ଲାରେ ମହାପ୍ରଭୁଙ୍କ ଜମି ରହିଛି

ଭୁବନେଶ୍ୱର() ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ରହିଛି ।ଏନେଇ ଆଜି ଧାନସଭାରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଲିଖିତ ଉତ୍ତ ଦେଇଛନ୍ତି ।

Read More
Latestରାଜ୍ୟ

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର() ୧୮ଟି ଜିଲ୍ଲାରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୁନ୍ଦରଗଡ,ଝାରସୁଗୁଡା, ସମ୍ବଲପୁର, ବରଗଡ,

Read More
Latestରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଓଡ଼ିଶାର ଭବିଷ୍ୟତ ଶକ୍ତି

ଭୁବନେଶ୍ୱର : କୌଣସି ରାଜ୍ୟର ବିକାଶ କ୍ଷେତ୍ରରେ ତାହାର ଯୁବଶକ୍ତିଙ୍କର ପ୍ରମୁଖ ଯୋଗଦାନ ରହିଛି । ଯୁବକମାନେ ରାଜ୍ୟର ଭବିଷ୍ୟତ ହୋଇଥିବାବେଳେ ଓଡିଶା ଜନସଂଖ୍ୟାର ୪୦ ପ୍ରତିଶତ

Read More
Latestରାଜ୍ୟ

ଲାଞ୍ଚୁଆ ଅଫିସରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନସ

ଭୁବନେଶ୍ୱର()  ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦୁର୍ନୀତିଗ୍ରସ୍ତ ୬ ଅଧିକାରୀଙ୍କ ସ୍ଥାୟୀଭାବେ ପେନସନ୍‌ ସୁବିଧା ବନ୍ଦ କରିବାକୁ

Read More
Latestରାଜ୍ୟ

ପୋଲସରା ଘଟଣା,୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ() ପୋଲସରାରେ ପାଳ ଗଦାରେ ଘର କରି ଖେଳୁଥିବା ବେଳେ ନିଆଁ ଲାଗି ୩ ଶିଶୁଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Read More
Latestରାଜ୍ୟ

ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁର ହେବ ଉଚ୍ଚସ୍ତରୀୟ ତଦନ୍ତ

ଭୁବନେଶ୍ୱର() ବ୍ରହ୍ମପୁରର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ମାମଲାରେ ହେବ ଉଚ୍ଚସ୍ତରୀୟ ତଦନ୍ତ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିଦେ୍ର୍ଧଶ ଦେଲେ ଡିଜିପି ଅଭୟ ।

Read More