ବେଦାନ୍ତ ଲିମିଟେଡ୍ ପକ୍ଷରୁ ଗତ ଦଶନ୍ଧିରେ ରାଜକୋଷକୁ ୪.୫ ଲକ୍ଷ କୋଟି ଟଙ୍କା ପ୍ରଦାନ; ୨୦୨୪-୨୫ରେ ୫୫,୩୪୯ କୋଟି ଟଙ୍କା
ଭୁବନେଶ୍ୱର: ବେଦାନ୍ତ ଲିମିଟେଡ୍ ପକ୍ଷରୁ ବାର୍ଷିକ ଟିକସ ସ୍ୱଚ୍ଛତା ରିପୋର୍ଟର ଦଶମ ସଂସ୍କରଣକୁ ଉନ୍ମୋଚନ କରାଯାଇଛି। କମ୍ପାନି ପକ୍ଷରୁ ଏହାର ଘରୋଇ ଓ ଅନ୍ତର୍ଜାତୀୟ କାରବାର ପାଇଁ
Read More