ବାତ୍ୟା ‘’ମୋନ୍ଥା’’ର ମୁକାବିଲା ପାଇଁ ପ୍ରସ୍ତୁତ ଟିପିଡବ୍ଲୁଓଡିଏଲ୍: ବିଦ୍ୟୁତ୍ ସେବା ପୁନରୁଦ୍ଧାର ଲାଗି ଦଳ ମୁତୟନ ଏବଂ ପର୍ଯ୍ୟାପ୍ତ ପରିମାଣରେ ବୈଦ୍ୟୁତିକ ସାମଗ୍ରୀ ମହଜୁଦ, ଭାବନୀପାଟଣାଠାରେ ନିୟନ୍ତ୍ରଣ କକ୍ଷ ସ୍ଥାପନ
ବୁର୍ଲା: ସମ୍ଭାବ୍ୟ ବାତ୍ୟା ‘’ମୋନ୍ଥା’’ ସମୟରେ ବିଦ୍ୟୁତ୍ ଭିତ୍ତିଭୂମିର ସୁରକ୍ଷା ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ
Read More